+7 प्रतिक्रिया 0 कॉमेंट्स • 1 शेयर

+7 प्रतिक्रिया 0 कॉमेंट्स • 20 शेयर

+12 प्रतिक्रिया 0 कॉमेंट्स • 29 शेयर

+4 प्रतिक्रिया 0 कॉमेंट्स • 30 शेयर

+5 प्रतिक्रिया 0 कॉमेंट्स • 5 शेयर

+5 प्रतिक्रिया 2 कॉमेंट्स • 5 शेयर

🧓ବାପା🧓 ମା ମତେ ଜନ୍ମ ଦେଇ ଦେଲା କଥା କହିବା ଶିଖେଇ ଦେଲା ହେଲେ ସଂସ୍କାର ଶିଖେଇଲେ 🧓ବାପା🧓 ମାଆ ମତେ ମିଠା ଭାତ ଖୁଏଇଲା ମାଆ ମତେ ନୂଆ ଡ୍ରେସ୍ ପିନ୍ଧେଇଲା ହେଲେ କିଣି କି ଦେଲେ 🧓ବାପା🧓 ମାଆ ଆଗରେ ସବୁ କଥା କହି ପାରେ ମାଆ ଆଗରେ ସୁଖ ଦୁଃଖ ବାଣ୍ଟି ପାରେ ଗୁରୁଜନ ଙ୍କ ଆଗରେ ମୁଣ୍ଡ ନୁଆଁଇବା ଶିଖାଇଲେ 🧓ବାପା🧓 ନିଜେ ଛିଣ୍ଡା ଜୋତା ପିନ୍ଧିଲେ ଅଧା ମଇଳା ଲୁଗା ପିନ୍ଧି କେତେ ଯେ ଖଟିଲେ ହେଲେ ଆମ ଭବିଷ୍ୟତ ପାଇଁ ସବୁ ବେଳେ ଚିନ୍ତା କଲେ 🧓ବାପା🧓 ଦୁନିଆ ରେ ଦୁଇ ଜଣ ହି ବିନା ସ୍ବାର୍ଥ ରେ ଭଲ ପାଆନ୍ତି ଜଣେ ହେଉଛି ମାଆ ଆଉ ଜଣେ 🧓ବାପା🧓 ସ୍ନେହ ଶ୍ରଦ୍ଧା ର ଦେବୀ ହେଲେ ମାଆ ଅଳି ଅର୍ଦ୍ଦଳି ସବୁ ସହେ ମାଆ ବଞ୍ଚିବା ର ନୂଆ ରାହା ଦେଖନ୍ତି 🧓ବାପା🧓 🙏ବାପାଙ୍କ ପ୍ରତି ଟିକେ ବି ଭକ୍ତି ଥିଲେ ସେୟାର କରନ୍ତୁ🙏

+9 प्रतिक्रिया 3 कॉमेंट्स • 22 शेयर

+5 प्रतिक्रिया 0 कॉमेंट्स • 9 शेयर