pandit bulu nana Jun 20, 2019

💝 *ଆଜିର ଅନୁଚିନ୍ତା* 💝 🌷🌻 *(ତାରିଖ = ୨୦/୦୬/୨୦୧୯)* 🌷🌻 ଲେଖକ ପଣ୍ଡିତ ଅଜିତ୍ କୁମାର ଦାଶ ବୁଲୁନନା ଜଗତସିଂହପୁର ତିର୍ତ୍ତୋଲ ସରଳପୁର ଫୋନ୍-9776280842-8114919313 *ଜୀବନରେ ସୁଯୋଗ ଥରେ ମାତ୍ର ଆସିଥାଏ ଯିଏ ତାରା ସୁବ୍ୟବହାର କରେ ତାକୁ ସୌଭାଗ୍ୟ କୁହାଯାଏ ଆଉ ଯିଏ ଅଣଦେଖା କରେ ତାକୁ ହତଭାଗ୍ୟ କୁହାଯାଏ ll* *ଚୋରି,ଛନ୍ଦମାୟା କପଟ କରି ଖାଉଥିବା ଲୋକର ପେଟ କେବେ ପୁରି ନ ଥାଏ ,କିନ୍ତୁ ସମସ୍ତଙ୍କ ସହ ବାଣ୍ଟି ଖାଉଥିବା ଲୋକ କେବେ ବି ଖାଲିପେଟରେ ରହିନଥାଏ ll* *କେବେ ବି ନିଜ ଚରିତ୍ର ବଗିଚା/ପାର୍କ ପରି ଗଢନ୍ତୁ ନାହିଁ ଯେଉଠିକି ସମସ୍ତେ ସବୁଦିନ ଯିବା ଆସିବା କରନ୍ତି ,* *ଚରିତ୍ରକୁ ଠିକ ଆକାଶ ପରି ଗଢିବାକୁ ଚେଷ୍ଟାକର ଯେଉଠିକୁ ସମସ୍ତେ ଯିବାକୁ ସ୍ବପ୍ନ ଦେଖନ୍ତି ll* *ଦୁନିଆରେ ସବୁଠୁ ଶସ୍ତା ଜିନିଷ ହେଲା ଉପଦେଶ* *ଜଣକୁ ମାଗିଲେ ହଜାର ଦେବେ ,କିନ୍ତୁ ସବୁଠୁ ଦାମୀ ଜୀନିଷ ହେଲା ସାହାଯ୍ୟ ,ହଜାରଙ୍କୁ ମାଗିଲେ ଜଣକ ଠାରୁ ମିଳିବା ଭାରି କଷ୍ଟ ll* 🙏🙏 *ଜୟ ଜଗନ୍ନାଥ*🙏🙏🙏

+1 प्रतिक्रिया 0 कॉमेंट्स • 0 शेयर
pandit bulu nana Jun 19, 2019

HomeLatest ଜାଣନ୍ତୁ ଆସନ୍ତାକାଲିର ରାଶିଫଳ ************************ ଜୁନୁମାସ-ତାରିଖ-20-06-2019 ଗୁରୁବାର ★★★★★★★★★★★★ କର୍ମକାଣ୍ଡ ଜୋତିଷଶାସ୍ତ୍ର ଯଜ୍ଞ ମନ୍ଦିରପ୍ରତିଷ୍ଠା ଗୃହପ୍ରତିଷ୍ଠା ଗ୍ରହପୂଜା ରୁଦ୍ର ଅଭିଷେକ ହନୁମାନେ ଚାଳିଷା ଚଣ୍ଡୀପାଠ ଗୀତାପାଠ ଗୀତାଯଜ୍ଞ ବାସ୍ତପୂଜା ବାସ୍ତୁବିଚାର ଜାତକବିଚାର ପାଇଁ ଯୋଗା ଯୋଗ ଠିକଣା ପଣ୍ଡିତ ଅଜିତ୍ କୁମାର ଦାଶ ବୁଲୁନନା ଜଗତସିଂହପୁର ତିର୍ତ୍ତୋଲ ସରଳପୁର ଫୋନ୍-9776280842-8114919313-ପବ୍ଲିକି କେସନ ସଂଗ୍ରାମ କେସରୀ ଦାସ ମେଷ: ଦିନଟି ଭଲ ରହିବ। ବେପାରିବର୍ଗଙ୍କର ସ୍ଥଗିତ ଥିବା କାମ ଦ୍ରୁତ ଗତିରେ ଆଗକୁ ବଢ଼ିବ। ମିତ୍ର ଆପଣଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ। ବୃଷ: ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଦୀର୍ଘ ଦିନରୁ ଯେଉଁ ସୁଯୋଗ ଅପେକ୍ଷାରେ ଥିଲେ, ଆଜି ତାହା ପୂରା ହୋଇଯିବ। ଅଫିସରେ ଆପଣଙ୍କ ବିଚାର ସହିତ ସମସ୍ତେ ସହମତ ହେବେ। କାରବାରୀଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମହାଦେବ। ମିଥୁନ: ଆପଣଙ୍କର ସକାରାତ୍ମକ ବିଚାର ପାଖଆଖର ବାତାବରଣକୁ ସକାରାତ୍ମକ କରି ରଖିବ। ବନ୍ଧୁଙ୍କ ସହିତ କୌଣସି ବିଷୟରେ ଆଲୋଚନା କରିବେ। ନୂଆ କାମ ଆଡ଼କୁ ଆଗ୍ରହ ବଢ଼ିବ। ଛାତ୍ରମାନେ କୌଣସି କାମରେ ପିତାଙ୍କର ସାହାଯ୍ୟ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ। କର୍କଟ: ବ୍ୟବସାୟ ଅନ୍ୟ ସହରରେ ବିସ୍ତାର କରିବା ଲାଗି ଭାବିବେ। ମିତ୍ରଙ୍କ ସାହାଯ୍ୟ ପାଇବେ। ଗଣମାଧୢମ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ପରିବାରରେ ଖୁସି ବଢ଼ିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ। ସି˚ହ: ଖୋଦ୍‌କୁ ସତେଜ ଅନୁଭବ କରିବେ। ଆପଣଙ୍କ ବିବେକ ପ୍ରୟୋଗ କରି ସବୁ ହାସଲ କରିନେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ସାଥୀଙ୍କ ସହିତ ହୋଟେଲକୁ ରାତ୍ରିଭୋଜନ ପାଇଁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା। କନ୍ୟା: କୌଣସି କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ। ଆପଣ କିଛି ନୂଆ ଲୋକ ଓ ବିଦେଶୀଙ୍କ ସହିତ ମିଶିବେ। ଅଫିସରେ ନୂଆ ଦାୟିତ୍ବକୁ ଭଲ ଭାବରେ ନିର୍ବାହ କରିବେ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ସନ୍ତୋଷୀମାତା। ତୁଳା: ଯଶ ପ୍ରାପ୍ତିର ଦିନଟିଏ। ଆପଣ ଯାହାକୁ କିଛି କହିବେ ସେ ମନା କରିବେ ନାହିଁ। ରାଜନୀତିରେ ମହତ୍ବାକା˚କ୍ଷା ପୂରା ହେବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବିମଳା। ବିଛା: ଆଜି ଆପଣ ପ୍ରତିଟି କାମରେ ସାବଧାନ ରହିବା ଜରୁରୀ। ପରିଶ୍ରମର ଫଳ ଟିକେ କମ୍‌ ମିଳିବ। କୋର୍ଟ କଚେରି ମାମଲା ଠାରୁ ଦୂରେଇ ରହନ୍ତୁ। ଲିଖନ କାର୍ଯ୍ୟରେ ରୁଚି ରହିବ। ଜୀବନସାଥୀଙ୍କ ସହିତ ଧର୍ମାନୁଷ୍ଠାନକୁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ହିଙ୍ଗୁଳା। ଧନୁ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଭାବିଥିବା କାମ ଅତିଶୀଘ୍ର ପୂରା କରିନେବେ। ବ୍ୟାବସାୟିକ କାମରେ ରାଜ୍ୟ ବାହାରକୁ ଯାତ୍ରାରେ ଯିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଛାତ୍ରଙ୍କୁ ଶିକ୍ଷକଙ୍କ ପୂରା ସହଯୋଗ ମିଳିବ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ଗାୟତ୍ରୀ। ମକର: ଖୁସ୍‌ ମିଜାଜର ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। କାହାରିକୁ ଦେଇଥିବା ପଇସା ମିଳିପାରେ। ବ୍ୟବାସାୟୀଙ୍କ ଲାଗି ଦିନଟି ଶୁଭ। ଘରେ ସଦସ୍ୟମାନଙ୍କର ଉତ୍ସାହ ବଜାୟ ରହିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀଗଣେଶ। କୁମ୍ଭ: ଜୀବନର ଲାଗିରହିଥିବା ସ˚ଘର୍ଷର ସମାପ୍ତ ପାଇଁ ଭଲ ସମୟ। ଅଫିସ କାମରେ ଯାତ୍ରା କରିବା ସୁଖଦ ରହିବ। ଆଜି କିଛି ଏଭଳି କାମ କରିବେ ଯାହା ଦ୍ବାରା ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଆକାଶିନୀଳ। ଆରାଧନା: ମାଆ ବିମଳା। ମୀନ: ଦିନଟି ଆପଣଙ୍କ କ୍ୟାରିଅର ଲାଗି ଅଧିକ ଶୁଭ ରହିବ। ପଇସା ସମ୍ବନ୍ଧିତ କୌଣସି ବଡ଼ ମାମଲା ସମାଧାନ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ। ନୂଆ ଘର ନିର୍ମାଣ ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଧୂସର। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

+2 प्रतिक्रिया 0 कॉमेंट्स • 1 शेयर
pandit bulu nana Jun 19, 2019

+6 प्रतिक्रिया 0 कॉमेंट्स • 0 शेयर
pandit bulu nana Jun 19, 2019

+4 प्रतिक्रिया 0 कॉमेंट्स • 0 शेयर
pandit bulu nana Jun 19, 2019

💝 *ଆଜିର ଅନୁଚିନ୍ତା*💝 🌷🌻 *ତାରିଖ-୧୯/୦୬/୨୦୧୯*🌻🌷 ଲେଖକ ପଣ୍ଡିତ ଅଜିତ କୁମାର ଦାଶ ବୁଲୁନନା ଜଗତସିଂହପୁର ତିର୍ତ୍ତୋଲ ସରଳପୁର ଫୋନ୍-9776280842-8114919313 *ଅତୀତ ପାଇଁ ଦୁଃଖିତ ନହୋଇ, ଭବିଷ୍ୟତର ଚିନ୍ତା ନକରି ବର୍ତମାନର କାର୍ଯ୍ୟ କରିଚାଲ ।* *ଧନଶାଳୀ ବ୍ୟକ୍ତିଙ୍କର ଅନେକ ବନ୍ଧୁ । ସର୍ବଦା ତାଙ୍କୁ ଘେରି ରହିଥାନ୍ତି ତାଙ୍କର ବହୁ ଅନୁଗତ, ଶୁଭେଚ୍ଛୁ ବନ୍ଧୁ । ସମସ୍ତେ କିନ୍ତୁ ନିଜ ନିଜ ଫାଇଦା ହାସଲ ପାଇଁ ଅଥବା କିଛି ଧନ ଆଶାରେ ନିଜକୁ ପରମ ବନ୍ଧୁ ବୋଲି ଘୋଷଣା କରି ଦେଖାଇ ହେଉଥାନ୍ତି । ପ୍ରକୃତରେ ଧନୀ ବନ୍ଧୁଙ୍କର ଧନ ଅପବ୍ୟୟ କରାଇ ମଉଜମସ୍ତିରେ ମସ୍ଗୁଲ୍ ହେବା ସେମାନଙ୍କର ପ୍ରଧାନ କାମ* *ଧୋକ୍କାବାଜ, ମିଥ୍ୟାବାଦୀ ବନ୍ଧୁଙ୍କୁ କେବେ ବିଶ୍ୱାସ କରିବା ଠିକ୍ ନୁହେଁ । ସାମାନ୍ୟ ମନାନ୍ତର ହେଲେ ଏମାନେ ସମସ୍ତ ପ୍ରକାର ଗୋପନୀୟତାକୁ ପଦାରେ ପକାଇ ଦିଅନ୍ତି । ଏଭଳି ବନ୍ଧୁଙ୍କ ପାଖରେ ଗୁପ୍ତ କଥା କହିବା ଅର୍ଥ ନିଜପ୍ରତି ବିପଦକୁ ଆହ୍ୱାନ କରି ଆଣିବା* *ନିଜ ପରିବାର ମଧ୍ୟରେ ବି ବନ୍ଧୁତା କରାଯାଇପାରେ । ବୟସ୍କ ପୁତ୍ରକୁ ବନ୍ଧୁ ଭାବରେ ଗ୍ରହଣ କରିବା ଉଚିତ୍ । ନିଜର ସନ୍ତାନ ଠାରୁ ଭଲ ବନ୍ଧୁ ଆଉ କେହି ହୋଇନପାରେ ।* 🙏🙏🙏🙏🙏🙏🙏🙏🙏

+2 प्रतिक्रिया 0 कॉमेंट्स • 0 शेयर
pandit bulu nana Jun 18, 2019

ଜାଣନ୍ତୁ ଆପଣଙ୍କ ଭାଗ୍ୟ ଭବିଶ୍ୟ *********************** ଆଜିର ରାଶିଫଳ ଜୁନୁମାସ-ତାରିଖ-19-06-2019 ★★★★★★★★★★★★ କର୍ମକାଣ୍ଡ ଜୋତିଷଶାସ୍ତ୍ର ଯଜ୍ଞ ମନ୍ଦିରପ୍ରତିଷ୍ଠା ଗୃହପ୍ରତିଷ୍ଠା ଗ୍ରହପୂଜା ଚଣ୍ଡୀପାଠ ଗୀତାପାଠ ଗୀତାଯଜ୍ଞ ହନୁମାନ ଚାଳିଷା ବାସ୍ତୁପୂଜା ବାସ୍ତୁବିଚାର ଜାତକବିଚାର ପାଇଁ ଯୋଗା ଯୋଗ ଠିକଣା ପଣ୍ଡିତ ଅଜିତ କୁମାର ଦାଶ ବୁଲୁନନା ଜଗତସିଂହପୁର ତିର୍ତ୍ତୋଲ ସରଳପୁର ଫୋନ୍-9776280842-8114919313-ପବ୍ଲିକି କେସନ ସଂଗ୍ରାମ କେସରୀ ଦାସ ମେଷ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ବ୍ୟବସାୟ ସମ୍ବନ୍ଧରେ ଜୀବନସାଥୀଙ୍କ ସହିତ ଆଲୋଚନା କରି ପାରନ୍ତି। ଦୀର୍ଘ ଦିନର ଅଟକିଥିବା ପଇସା ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ଲାଲ। ଆରାଧନା: ହର ପାର୍ବତୀ। ବୃଷ: ଧୢାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଜମି ସମ୍ବନ୍ଧୀୟ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭାବିବେ। ଛାତ୍ରଙ୍କୁ ଶୁଭଫଳ ମିଳିବ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ ଅମ୍ବିକା। ମିଥୁନ: ଦିନଟି ସାଙ୍ଗ ଓ ପରିବାର ସହିତ କଟିବ। ଭଲ ଲୋକଙ୍କ ସହାୟତାରେ ଧନଲାଭ ଯୋଗ ରହିଛି। ସମାଜିକ କାର୍ଯ୍ୟରେ ରୁଚି ନେଇପାରନ୍ତି। ଘରୋଇ ଜିନିଷ କିଣିବାରେ ଖର୍ଚ୍ଚ ଅଧିକ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। କର୍କଟ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ବ୍ୟବସାୟରେ ନୂଆ ଆୟର ସ୍ରୋତ ମିଳିପାରେ। ଅଫିସରେ କୌଣସି କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗ ଦର୍ଶନ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ। ସି˚ହ: କ୍ୟାରିଅରର ସୁଧାର ପାଇଁ ଭଲ ଦିନଟିଏ। ଉତ୍ସାହର ସହିତ ସବୁ କାମ କରିବେ। ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବୀଶେଷଙ୍କୁ ସମ୍ମାନ ମିଳିବ। ଘରର ସୁଖ ଶାନ୍ତି ବୃଦ୍ଧି ହୋଇପାରେ। ଶୁଭରଙ୍ଗ: କମଳାରଙ୍ଗ। ଆରାଧନା: ମାଆ ଦୁର୍ଗା। କନ୍ୟା: କ୍ୟାରିଅର ମାମଲାରେ ସଠିକ୍‌ ବିଚାର କରିପାରନ୍ତି। ବ୍ୟବସାୟର ଶୀଘ୍ର ଫଇସଲାରେ ଲାଭ ମିଳିବ। ପିତା-ମାତା କୌଣସି ଜରୁରୀ କାମ ପୂରା କରି ନେବେ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପ୍ରାପ୍ତ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ। ତୁଳା: ଆଜି ଆପଣଙ୍କର ଅଶାନ୍ତି ଟିକେ ବଢ଼ିପାରେ। କୌଣସି ମାମଲାରେ ଫଇସଲା ନେବାର ଅସୁବିଧା ହୋଇପାରେ। ଅଫିସରେ ଅଧିକାରୀଙ୍କୁ ଇଆଡ଼ୁ ସିଆଡ଼ୁ କିଛି କୁହନ୍ତୁ ନାହିଁ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା। ବିଛା: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ବ୍ୟବସାୟ ସମ୍ବନ୍ଧୀୟ କାମରେ ଯାତ୍ରା କରିବେ। ଅଫିସରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ଅଚାନକ ଧନଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ। ଧନୁ: ଆପଣ ପୂରାଦିନ ନୂଆ ଊର୍ଜା ଭରା ରହିବେ। ଅଫିସ ଆଲୋଚନାରେ ଆପଣଙ୍କ କଥାକୁ ଠିକ୍‌ ଭାବେ ରଖିପାରିବେ। ବ୍ୟବସାୟୀଙ୍କୁ ବଡ଼ ସଫଳତା ମିଳିପାରେ। ରାଜନୈତିକ ମହତ୍ବାକା˚କ୍ଷା ପୂରା ହେବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ। ମକର: ବ୍ୟବସାୟ ଓ ଚାକିରିରେ ଅଧୁରା ସ୍ବପ୍ନ ପୂରା ହୋଇପାରେ। ଆପଣଙ୍କ କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ମିତ୍ରଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀକୃଷ୍ଣ। କୁମ୍ଭ: ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଚିନ୍ତା କରିବେ। ଆପଣଙ୍କ ଠାରୁ ବଡ଼ଙ୍କ ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ। ଚାକିରିରେ ଦାୟିତ୍ବ ବଢ଼ିବ। ନୂଆ ଘର ନିର୍ମାଣ ଲାଗି ଯୋଜନା କରିବେ। ମହିଳାଙ୍କୁ ପରିବାରର ପୂରା ସହଯୋଗ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମହାଲକ୍ଷ୍ମୀ। ମୀନ: ସ୍ଥଗିତ ଥିବା କାମ ସମାପନ କରିବା ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତି ମଜଭୁତ ହେବ। ଡ଼ାକ୍ତରଙ୍କ ଖ୍ୟାତି ସୁଦୂରପ୍ରସାରୀ ହେବ। ଜୀବନସାଥୀଙ୍କ ସହିତ ଦର୍ଶନୀୟ ସ୍ଥାନକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ସାଇରାମ।

+4 प्रतिक्रिया 0 कॉमेंट्स • 0 शेयर
pandit bulu nana Jun 13, 2019

💝 *ଆଜିର ଅନୁଚିନ୍ତା* 💐 କିଛି ମୋ ମନର କଥା ଲେଖକ ପଣ୍ଡିତ ଅଜିତ କୁମାର ଦାଶ ବୁଲୁନନା ଜଗତସିଂହପୁର ତିର୍ତ୍ତୋଲ ସରଳପୁର ଫୋନ୍-9776280842-8114919313 🌷🌻 *(ତାରିଖ = ୧୩/୦୬/୨୦୧୯)* 🌷🌻 *ଆଖିଯାହାଦେଖେ ତାହା ମିଛ ହୋଇପାରେ ,କାନ ଯାହା ଶୁଣେ ତାହା ମିଛ ହୋଇପାରେ କିନ୍ତୁ ହୃଦୟ ଯାହା କହେ ତାହା କେବେ ମିଛ ହୋଇପାରେନା ଏଣୁ କିଛି ନିଷ୍ପତ୍ତି ନେବେ ପୂର୍ବରୁ ହୃଦୟର ଅନୁମୋଦନ ନିଅନ୍ତୁ କାହିଁକି ନା ଦୂର ପାହାଡ ଶୀର୍ଷରେ ଦେଖାଯାଉଥିବା ସବୁ ଧୂଅାଁ କୁହୁଡି ହୋଇନଥାଏ ତା ପାଖକୁ ଗଲେ ଅନୁଭବ କରିହୁଏ ଧୂଅାଁ କି କୁହୁଡି ll* *ଜୀବନରେ ଖାଲି ପକେଟ,ପ୍ରତିକୂଳ ପରିବେଶ ଓ ଖରାପ ସମୟ ଯେଉଁ ଶିକ୍ଷା ଦେଇଯାଏ େକଉଁ ବିଶ୍ବ ବିଦ୍ୟାଳୟ ବି ଏମିତି ଶିକ୍ଷା ଦେଇପାରିବନି ll* *ନିଜ ଲକ୍ଷ୍ୟକୁ ସେଇ ଲୋକମାନେ ହାସଲ କରନ୍ତି ଯେଉଁମାନେ ପ୍ରତି ମୂହୁର୍ତ୍ତରେ ହେଉଥିବା ଭୁଲକୁ ସୁଧାରିବାକୁ ଚେଷ୍ଟା କରନ୍ତି ll* *ନଦୀରେ ପଡିଲେ କେବେ କାହାର ମୃତ୍ୟୁ ହୋଇନ ଥାଏ* *ମୃତ୍ୟୁ ତ ସେତେବେଳେ ହୋଇଥାଏ ଯେତେବେଳେ ତାକୁ ପହଁରିବା ଆସିନଥାଏ ଠିକ୍ ସେହିପରି ପରିସ୍ଥିତି କେବେ ଆମ ପାଇଁ ସମସ୍ୟା ବନି ନ ଥାଏ,ସମସ୍ୟାତ ସେତେବେଳେ ଆସିଥାଏ ଯେତେବେଳେ ପରିସ୍ଥିତି ସହିତ ଲଢିବା ଆସି ନ ଥାଏ ll* 🙏🙏 *ଜୟ ଜଗନ୍ନାଥ*🙏🙏🙏

+4 प्रतिक्रिया 1 कॉमेंट्स • 3 शेयर
pandit bulu nana Jun 12, 2019

💝 *ଆଜିର ଅନୁଚିନ୍ତା*କିଛି ମୋ ମନର କଥା ଲେଖକ ପଣ୍ଡିତ ଅଜିତ କୁମାର ଦାଶ ବୁଲୁନନା ଜଗତସିଂହପୁର ତିର୍ତ୍ତୋଲ ସରଳପୁର ଫୋନ୍-9776280842 💝 🌷🌻 *(ତାରିଖ - ୧୨/୦୬/୨୦୧୯)* 🌷🌻 *ବିଶ୍ବାସଘାତକଠୁ ମାରାତ୍ମକ ଆଉ କିଛି ନାହିଁ ,* *କ୍ରୋଧଠାରୁ ବଡ ଶତ୍ରୁ ଆଉ କିଛି ନାହିଁ ,* *ବଚନଠାରୁ ଅଧିକ ମିଠା ଆଉ କିଛି ନାହିଁ ,* *ହରିନାମ ଠାରୁ ସାର ସଂସାରରେ ଆଉ କିଛି ନାହିଁ ,* *ମିତ୍ରଠାରୁ ବଡ ପ୍ରତିଦ୍ବନ୍ଦୀ ଆଉ କିଏ ନାହିଁ ,* *ମନଠାରୁ ବଡ ବେଗଗାମୀ ଯାନ ଆଉ କିଛି ନାହିଁ '* *ଲୋଭଠାରୁ ଠାରୁ ବଡ ପାପି ଆଉ କେହି ନାହିଁ ,* *ୠଣଠାରୁ ବଡ ବୋଝ ଆଉ କିଛି ନାହିଁ ,* *ପିତାମାତଙ୍କ ଚରଣ ଠାରୁ ସ୍ବର୍ଗ ଆଉ କେଉଁଠି ନାହିଁ ,* *ଇଶ୍ବର ବିଶ୍ବାସ ଠାରୁ ଅଧିକ ସୁଷ୍ଟିରେ କିଛି ନାହିଁ ,* *ଫୁଙ୍କମାରି ଆମେ ଦୀପକୁ ଲିଭାଇପାରିବା କିନ୍ତୁ ଧୂପକାଠିକୁ ନୁହେଁ କାହିଁକି ନା ଯିଏ ମହକି ଥାଏ ତାକୁ କେହି ଲିଭାଇ ପାର ନ ଥାନ୍ତି ଆଉ ଜିଏ ଜଳିଥାଏ ସେ ସହଜରେ ଲିଭିଯାଏ ଜ୍ଞାନୀମାନେ ତାଙ୍କର ଦିବ୍ୟଜ୍ଞାନ ଦ୍ବାରା ସର୍ବତ୍ର ସମ୍ମାନ ପଆନ୍ତି ll* *ଖୁସି ରହିବାକୁ ହେଲେ ଯଉଟା ଅତ୍ମା କହୁଛି ସେଇଟା କର* *ଦୁନିଆକୁ କେବେ ଭୟ କରନାହିଁ କାହିଁକି ନା ଦୁନିଆ କେବଳ କହିଥାଏ କେବେ କିଛି ଦେଇନଥାଏ ସଫଳତା ପାଇବା ପରେ ଲୋକଙ୍କ ମତ ବଦଳିଯାଏ ll* 🙏🙏🏻🙏🙏🏻🙏🙏🏻🙏🙏🏻🙏🙏🏻

+4 प्रतिक्रिया 0 कॉमेंट्स • 0 शेयर