💝 *ଆଜିର ଅନୁଚିନ୍ତା*💝 🌷🌻 *(ତାରିଖ-୨୬/୦୩/୨୦୧୯)* 🌷🌻 *ଧର୍ମ କେବଳ ଏକମାତ୍ର ସ୍ଥାୟୀ ଅଟେ । ଏହା ଅଟଳ ଅବିଚଳ ଯେହେତୁ ଧର୍ମ ସତ୍ୟ ଉପରେ ଆଧାରିତ ।ଧର୍ମ ଜ୍ଞାନର ଭଣ୍ଡାର । ଜ୍ଞାନ ସ୍ଥାୟୀ । ଏହା କାହାକୁ ଛାଡି ଚାଲିଯାଏ ନାହିଁ । ଥରେ ଜଣେ କିଛି ଶିକ୍ଷା ଲାଭ କଲେ ଜୀବନଯାକ ତାହା ଭୁଲେ ନାହିଁ ।।* *ଶୁଣି ଶୁଣି ମନେ ରଖାଯାଇ ପାରୁଥିଲା ବୋଲି ପୁରାତନ ଅନେକ ଗ୍ରନ୍ଥଃର ଅନ୍ୟ ନାମ ଶ୍ରୁତି ।ଶୁଣି ଶୁଣି ମଣିଷ ମୋକ୍ଷ ପାଇପାରେ ।ପ୍ରତ୍ୟେକ ଭଲ କଥା, ନୀତିଶାସ୍ତ୍ର, ଧର୍ମପୁରାଣ, ପ୍ରବଚନ, ତନ୍ତ୍ର, ମନ୍ତ୍ର, ଭଜନ, କୀର୍ତ୍ତନ ଆଦି ମଣିଷ ନିଜେ ପଢି ନପାରିଲେ ମଧ୍ୟ କେବଳ ଶୁଣି ଶୁଣି ସୁଫଳ ପାଇପାରେ ।।* *ସତ୍ୟ କଥନ ଶ୍ରେଷ୍ଠ ବଚନ ।* *ସତ୍ୟ ପାଳନ ଶ୍ରେଷ୍ଠ ଧର୍ମ ।* *ସତ୍ କର୍ମ ଶ୍ରେଷ୍ଠ କର୍ମ ।* 🙏🙏🏻🙏🙏🏻🙏🙏🏻🙏🙏🏻🙏🙏

+4 प्रतिक्रिया 0 कॉमेंट्स • 2 शेयर

+7 प्रतिक्रिया 0 कॉमेंट्स • 2 शेयर

+4 प्रतिक्रिया 0 कॉमेंट्स • 3 शेयर

+3 प्रतिक्रिया 0 कॉमेंट्स • 4 शेयर