ଜଗନ୍ନାଥ ଭଜନ

Rama Devi Sahu May 12, 2021

+3 प्रतिक्रिया 0 कॉमेंट्स • 8 शेयर
Jagannath Dash May 9, 2021

ସଖି ଲୋ କଳା ଆଖି କୁ ଦେଖି ସଖି ଲୋ କଳା ଆଖି କୁ ଦେଖି ମୋ ମନ ଯାଉଛି ଲାଖି ଲୋ ଯାଉଛି ଲାଖି ଯାଉଛି ଲାଖି ସଖି ଲୋ କଳା ଆଖି କୁ ଦେଖି ସଖି ଲୋ କଳା ଆଖି କୁ ଦେଖି !! ଶ୍ୟାମ କୁଞ୍ଜ ଛାଡି ବଡ଼ ଦେଉଳ ଭକତ ପାଈଁ କି ହୁଏ ପାଗଳ (2) ରୂଚେନା ତୁଣ୍ଡ କୁ ବଡ଼ ଭୋଗ ବଗଡ଼ା ଅଭଡ଼ା ଡାଲି ଶାଗ ଆଲୋ ଗଲାଣି କାଳିଆ ଦେହଟା ସୁଖୀ ଦେହଟା ସୁଖୀ ସଖି ଲୋ କଳା ଆଖି କୁ ଦେଖି ସଖି ଲୋ କଳା ଆଖି କୁ ଦେଖି !! ଉଠା ବସା ହୋଇ ଆସେ ଦାଣ୍ଡ କୁ ଆଖିରେ ଖୋଜଇ ଗୋପ ବାଳୀଙ୍କୁ (2) ପତିତ ପାଖେ ନଥାଏ ମନ ଭକତ ତାର ହୃଦ ଚନ୍ଦନ ଆଲୋ ଅରୁଣ ଖୁମ୍ବ ଟା ରହିଛି ସାକ୍ଷୀ ରହିଛି ସାକ୍ଷୀ ସଖି ଲୋ କଳା ଆଖି କୁ ଦେଖି ସଖି ଲୋ କଳା ଆଖି କୁ ଦେଖି ମୋ ମନ ଯାଉଛି ଲାଖି ଲୋ ଯାଉଛି ଲାଖି ଯାଉଛି ଲାଖି ସଖି ଲୋ କଳା ଆଖି କୁ ଦେଖି ସଖି ଲୋ କଳା ଆଖି କୁ ଦେଖି !! ••ଜୟ ଜୟ ଶ୍ରୀ କାଳିଆ ନଟନାଗର••

+2 प्रतिक्रिया 0 कॉमेंट्स • 6 शेयर
pramod sahoo May 10, 2021

+2 प्रतिक्रिया 0 कॉमेंट्स • 0 शेयर
Rama Devi Sahu Apr 29, 2021

+13 प्रतिक्रिया 3 कॉमेंट्स • 7 शेयर